ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ସଦର ଥାନା ପୋଲିସ ପ୍ରଶାସନ ପକ୍ଷରୁ ତିନି ବାଲି ଗାଡି ଅଟକ ହୋଇଥିବା ଖବର ମିଳିଛି ।
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ସଦର ଥାନା ପୋଲିସ ପ୍ରଶାସନ ପକ୍ଷରୁ ତିନି ବାଲି ଗାଡି ଅଟକ ହୋଇଥିବା ଖବର ମିଳିଛି । ବାଲି ଗାଡି ଗୁଡିକୁ ଗତ ମଧ୍ଯ ରାତ୍ର ରେ ଧରାଯାଇଥିବା ପୋଲିସ ପ୍ରଶାସନ ପକ୍ଷରୁ ଆଜି ଦିନ 8 ଘଣ୍ଟ ରେ ସୂଚନା ପ୍ରଦାନ କରାଯାଇଛି । ତେବେ ବେଆଇନ ବାଲି ଚାଲାଣ କୁ ରୋକିବା ପାଇଁ ପୋଲିସ ପ୍ରଶାସନ ର ଏହି ଭଳି ଉଦ୍ୟମ ଚାଲୁରହିବ ବୋଲି କୁହା ଯାଇଛି ।