ଜୟପୁର: ରାଷ୍ଟ୍ରିୟ ଗୀତ ବନ୍ଦେ ମାତା ରାମର ୧୫୦ ବର୍ଷ ପୁତ୍ତି, ଜୟପୁର ସିଟି ହାଇସ୍ଲୁଲର ଛାତ୍ର ଛାତ୍ରୀଙ୍କ ଶୋଭାଯାତ୍ରା, ବିଦ୍ୟାଳୟ ତରଫରୁ ସୂଚନା
ରାଷ୍ଟ୍ରିୟ ଗୀତ ବନ୍ଦେ ମାତା ରାମର ୧୫୦ ବର୍ଷ ପୁତ୍ତି ଅବସରରେ ଜୟପୁର ସିଟି ହାଇସ୍ଲୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ସକାଳ ୭ଟା ୩୦ ଠାରୁ ଏହି ଶୋଭାଯାତ୍ରା ବାହାରି ରାଜା ନହର , ମୁଖ୍ୟ ରାସ୍ତା ଦେଇ ଟ୍ରାଫିକ ଛକରେ ପହଞ୍ଚି ପୁଣି ବିଦ୍ୟାଳୟ ରେ ପହଞ୍ଚି ଉଦଯାପନ କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏନେଇ ବିଦ୍ୟାଳୟ ତରଫରୁ ସୁଧାକର ପଟ୍ଟନାୟକ ଦେଲେ ସୁଚନା ।