ଫୁଲବାଣୀ ସହର: ଆସନ୍ତା କାଲି କନ୍ଧମାଳ ଜିଲ୍ଲାକୁ ୟାଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ. ଜିଲ୍ଲାର ବିଭିର୍ନ ସ୍ଥାନରେ ବର୍ଷା ହେବ
ଆସନ୍ତା କାଲି କନ୍ଧମାଳ ଜିଲ୍ଲାକୁ ୟାଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ. ଜିଲ୍ଲାର ବିଭିର୍ନ ସ୍ଥାନରେ ବର୍ଷା ହେବ. ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବ. ଏଣୁ ସମସ୍ତ ଙ୍କୁ ସତର୍କ ସୂଚନା ଦେଇଅଛି ପାଣିପାଗ ବିଭାଗ.