କେନ୍ଦୁଝର ସହର: ତୁରୁମୁଙ୍ଗରେ ନୈବେଦ୍ୟ ଡ୍ୟାନ୍ସ ଏକାଡେମୀ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ପାଟଣା ବିଧାୟକ
Kendujhar Town, Kendujhar | Jul 20, 2025
ତୁରୁମୁଙ୍ଗା ଲକ୍ଷ୍ମୀ ମଣ୍ଡପ ଠାରେ ବ୍ଲକ ନୈବେଦ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ବ୍ଲକ ସ୍ତରୀୟ ଓଡିଶୀ ନୃତ୍ୟ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ...