ମଦ ପିଇ ଗାଡ଼ି ଚଳାଇବା,ଆବଶ୍ୟକୀୟ କାଗଜପତ୍ର ନ ଥିବା ଆବଶ୍ୟକୀୟ ଠାରୁ ଅଧିକ ସଂଖ୍ୟକ ଗାଡ଼ିରେ ବସିବା ଏପରି ଅଭିଯୋଗ ରେ ଚକାପାଦ ପୋଲିସ ସହର ରୁ ଜଣେ ବ୍ୟକ୍ତି ଙ୍କୁ ଧରିବା ସହ ଗାଡ଼ି କୁ ଜବତ କରିଛି। ଏ ନେଇ ଟିକାବାଲି ଥାନାରେ 116/2025 ରେ ଏକ ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।