କେନ୍ଦୁଝର ସହର: ସିଆପଡ଼ା ଠାରେ କୁଶେଇ ନଦୀକୁ ବାସନ ମାଜିବାକୁ ଯାଇ ମହିଳା ନିଖୋଜ ଘଟଣାରେ ୫ ଦିନପରେ ମଧ୍ୟ ମିଳିନାହିଁ ପତା
Kendujhar Town, Kendujhar | Jul 19, 2025
କୁଶେଇ ନଦୀକୁ ବାସନ ମାଜିବାକୁ ଯାଇ ସ୍ୱାମୀ ଆଗରେ ଭାସୀ ଯାଇ ସ୍ତ୍ରୀ ନିଖୋଜ , ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ମଧ୍ୟ ପତା ମିଳିନି। ସୂଚନା...