ପାଟଣାଗଡ: khurshelଖୁର୍ଶେଲ ରେ ମେଗା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ପାଟଣାଗଡ଼ ବ୍ଳକ ଖୁର୍ଶେଲ ଗ୍ରାମରେ ଏକ ମେଗା ମାଗଣା ସ୍ବାସ୍ଥ୍ୟ ଶିବିର ଶନିବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି ।ଉପଖଣ୍ଡ ସାମ୍ବାଦିକ ସଂଘ ଦ୍ଵାରା ଆୟୋଜିତ ଏହି ଶିବିର ରେ ରାୟପୁର ର ଡାକ୍ତର ମାନେ ଆସି ସେବା ପ୍ରଦାନ କରିଥିଲେ ।ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସଦାନନ୍ଦ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।