ଜଟଣୀ: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟାଳୟରେ ପୂର୍ବତନ ପୌରାଧ୍ୟକ୍ଷ ରଖିଲେ ପ୍ରତିକ୍ରିୟା
Jatani, Khordha | May 27, 2025 ଜଟଣୀ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜଟଣୀ ରାଜାବଜାର ସ୍ଥିତ ନିଜ କାର୍ଯ୍ୟାଳୟରେ ଜଟଣୀ ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି | ଆଜି ରାତି 9 ଘଣ୍ଟିକା ସମୟରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି |