ଜଟଣୀ: ହୋଟେଲ ଡେସ୍ଟିନେସନରେ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Jatani, Khordha | May 24, 2025 ଜଟଣୀ ମୁନିସିପାଲିଟି ଛକ ସ୍ଥିତ ହୋଟେଲ ଡେସ୍ଟିନେସନରେ ରାଣୀ ଅହଲ୍ୟାବାଇ ହୋଲକରଙ୍କ 300 ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା |