ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମରେ ଜଣେ ବ୍ୟକ୍ତି ବିଜୁଳି ଆଘାତରେ ଅକାଳ ବିୟୋଗ ଘଟିଛି। ସେହିପରି କୋଇଠା ଗ୍ରାମର ଜଣେ ଵ୍ୟକ୍ତି ଙ୍କ ସଡ଼କ ଦୃଘଟଣା ରେ ମୃତ୍ୟୁ ଘଟିଛି। ରବିବାର ଅପରାହ୍ନରେ ଖବର ପାଇ ସାଂସଦ ପ୍ରତିନିଧି ଉକ୍ତ ୨ ପରିବାର ଗହଣରେ ପହଞ୍ଚି ଅମର ଆତ୍ମାର ସଦଗଦି କାମନା କରିବା ସହ ଉକ୍ତ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି।