ନର୍ଲା: ନର୍ଲା ସ୍ଥିତ ତହସିଲ୍ କାର୍ଯ୍ୟ।ଳୟ ସାମ୍ନାରେ ଏକ ବାଇକ୍ କୁ ଏକ ଅଜଣା କାର୍ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିବା ଘଟଣା ଦୁଇ ଆହତ
Narala, Kalahandi | Aug 23, 2025
ଆଜି ଶନିବାର ରାତ୍ର ସାତ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ତହସିଲ ଅଫିସ୍ ସମ୍ମୁଖରେ ଏକ ମୋଟର ସାଇକେଲ କୁ ଅଜଣା କାର ଧକ୍କା ଦେଇ ଦୁର୍ଘଟଣା...