ଆଜି ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ମହୋତ୍ସବ ସଭାପତି ଆଜି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କାର୍ଯ୍ୟକ୍ରମଟି ସଫଳ ଭାବେ ଅନୁଷ୍ଠିତ ହୋଇଛି ଏବଂ ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ସ୍ଥାନୀୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ଲୋକଙ୍କୁ ଏକତ୍ର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଜଣାଇଛନ୍ତି। ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ଆଉ ଭଲ ଭାବେ କରାଯିବ ବୋଲି ସଭାପତି କହିଛନ୍ତି।