ଏନଏସି କଲ୍ୟାଣ ମଣ୍ଡପରେ ଭୀମ ଭୋଇ ଲୋକ ମହୋତ୍ସବ ପାଇଁ ଶେଷ ପର୍ଯ୍ୟାୟର ପ୍ରସ୍ତୁତି ବୈଠକ,.ଆସନ୍ତା 29 ତାରିଖ ଠାରୁ ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ ରେଢ଼ାଖୋଲ ସହରର କଦମ୍ବ ପଡ଼ିଆରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରେଢ଼ାଖୋଲ ପ୍ରଶାସନ ପକ୍ଷରୁ ଭୀମଭୋଇ ଲୋକ ମହୋତ୍ସବ ଅନୁଷ୍ଠିତ ହେବା । ଅଞ୍ଚଳର କଳା ସଂସ୍କୃତି ପରମ୍ପରା ପୁରାଣ ଓ ଐତିହ୍ୟ କୁ ନେଇ ମହୋତ୍ସବ ଅନୁଷ୍ଠିତ ହେବା । ତେଣୁ ଆଜି ଉପଜିଲ୍ଲାପାଳ ତଥା ମହୋତ୍ସବର ଅଧ୍ୟକ୍ଷ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ସମସ୍ତ କମିଟିର ସଦସ୍