Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବଲାଙ୍ଗୀର: ରାଜେନ୍ଦ୍ର ୟୁନିଭରସିଟି ନିକଟରେ ଇଲେକ୍ଟ୍ରି ଖୁଣ୍ଟକୁ ଧକା ଦେଇ ଫେରା଼ର ମାରିଲା ଟ୍ରକ

Balangir, Balangir | Oct 23, 2025
ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ନିକଟରେ ଇଲେକ୍ଟ୍ରି ଖୁଣ୍ଟକୁ ଧକା ଦେଇ ଫେରା଼ର ମାରିଲା ଟ୍ରକ | ଇଲେକ୍ଟ୍ରି ଖୁଣ୍ଟଟି ଭାଙ୍ଗି ଯିବାରୁ ତଲେ ପଡିଯାଇଥିଲା ଇଲେକ୍ଟ୍ରି ତାର | ଖବର ଦେବା ପରେ ମଧ୍ୟ ବହୁ ବିଳମ୍ବରେ ଆସିଥିଲେ ବିଦ୍ୟୁତ ବିଭାଗର କର୍ମଚାରୀ | ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ | ବିପଦପୂର୍ଣ୍ଣ ତାର ଉପରେ ଚାଲିକି ଯାଉଥିଲେ ଛାତ୍ରୀ ମାନେ | ଘଟଣା ଟି ଆଜି ଅପରାହ୍ନ ୨ଟା ସମୟ ଘଟିଛି

MORE NEWS