ଜୁନାଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମାଁ ପ୍ରତି ଅଶାଳୀନ ମନ୍ତବ୍ୟ ବିରୋଧରେ ଗୋଲାମୁଣ୍ଡା ବ୍ଲକ ଠାରେ ବିଜେପି ର ପ୍ରତିବାଦ ।
Junagarh, Kalahandi | Sep 1, 2025
ଗୋଲାମୁଣ୍ଡା ବ୍ଲକ ବିଜେପି ପକ୍ଷରୁ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନ ୫ ଟା ରେ ରାହୁଲ ଗାନ୍ଧୀ ଙ୍କ ବିରୋଧରେ...