ବାଲେଶ୍ବର ମ୍ୟୁନିସିପାଲଟି: ଜୁଣୁଦା ଅଂଚଳରେ ମରଣାନ୍ତକ ଆକ୍ରମଣ ରେ ଦୋଷୀ ଗିରଫ ନହେବା ନେଇ ଉତ୍ତେଜନା
ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଜୁଣୁଦା ରେ ବାକି ଟଙ୍କା କୁ କେନ୍ଦ୍ର କରି ପ୍ରଥମେ ବଚସା ଓ ପରେ ମରଣାନ୍ତକ ଆକ୍ରମଣହୋଇଥିଲା. ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ଦୋଷୀ ଗିରଫ ନହେବା ନେଇ ଗୁରୁବାର ଅପରାହ୍ନ ୪ଘଟିକାରେ ଉତ୍ତେଜନା ଦେଖାଯାଇଥିଲା।