ଜୁନାଗଡ: ଚହକା ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶହେ ବର୍ଷର ପୁରଣ ଅବସରରେ ବିଜୟା ଦଶମୀ ଉତ୍ସବ ପାଳିତ
ଚହକା ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶହେ ବର୍ଷର ପୁରଣ ଅବସରରେ ବିଜୟା ଦଶମୀ ଉତ୍ସବ ପାଳିତ ଆଜି 6ତାରିଖ ସୋମବାର ଅପରାହ୍ନ 4ଟାରେ ଗୋଲାମୁଣ୍ଡା ଖଣ୍ଡ ର ବଡଚେରଗାଁ ମଣ୍ଡଳ ଚହକା ଠାରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ଖଣ୍ଡ ସଂଘ ଚାଳକ ନବରତ୍ନ ରାଉତ ଓ ଖଣ୍ଡ କାର୍ଯ୍ୟବାହକ ବୈକୁଣ୍ଠ ନାଏକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ବରିଷ୍ଠ ଭାଜପା କର୍ମୀ ଜୟନ୍ତ ସିଂ,ଜୟ କୃଷ୍ଣ ସାହୁ ଙ୍କ ସହିତ ୨୦ ଜଣ ସ୍ବୟଂ ସେବକ ଉପସ୍ଥିତ ଥିଲେ ।