ଆଠଗଡ: ମା ମହାଶ୍ୟାମଳାଙ୍କ ମନ୍ଦୀର ପରିସରରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି
ତିଗିରିଆ ବ୍ଲକ୍ ଅନ୍ତର୍ଗତ ଭିରୁଡ଼ା ସ୍ଥିତ ମା ଭକ୍ତ ର ଭକ୍ତି ରେ ଭରା ଠାକୁରାଣୀ ମା ମହାଶ୍ୟାମଳାଙ୍କ ମନ୍ଦୀର ପରିସରରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଅନେକ ପର୍ବ ମଧ୍ୟରୁ ଆସ୍ଥା ଓ ବିଶ୍ୱାସ ର ଏକ ପବିତ୍ର ପର୍ବ ଝାମୁଯାତ୍ରା ବା ଦଣ୍ଡଯାତ୍ରା,ଏକ ନିଆରା ପରମ୍ପରା ପ୍ରତିକ | ଏଠି ଭକ୍ତ ଟିଏ ସବୁ ମୋହାମୟା ଠୁ ନିଜକୁ ଦୁରେଇଦେଇ ଭଗବାନ ଙ୍କ ନିକଟ ରେ ସମ୍ପୂର୍ଣ ସମର୍ପିତ ହୋଇଥାଏ। ଏହି ପର୍ବ ରେ ପଡୋଶୀ ଅଞ୍ଚଳ ବ୍ୟତୀତ ଦୂରଦୂରାନ୍ତ ରୁ ଜନସାଧାରଣ ଉପସ୍ଥିତ ରହିଥିଲେ।