ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସପିଙ୍କ ବୟାନକୁ ନେଇ ବଢ଼ିଲା ଅଡୁଆ। ଶୁକ୍ରବାର ଅପରାହ୍ନରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ ଏମ୍। ହାଇକୋର୍ଟରେ ଲିଖିତ ଭାବେ ଜବାବ ଦାଖଲ କରିଛନ୍ତି ବ୍ରହ୍ମପୁର ଏସ୍ପି।୧୧ ତାରିଖ ଦିନ ୧୦ଟା ୩୦ରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।SPଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ହେବ ନିଷ୍ପତ୍ତି।