ଭୀମଭୋଇ କଲେଜରେ ସମ୍ବଲପୁର ଲୋକ ମହୋତ୍ସବ- ୨୦୨୬ ଆନୁକୂଲ୍ୟରେ ଆଲୋଚନା ଚକ୍ର ସହ ରେଢ଼ାଖୋଲର ଲୋକ କାହାଣୀ "ପୁସ୍ତକ ଉନ୍ମୋଚିତ ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟରେ ସୋମବାର ସକାଳେ " ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକ ମହୋତ୍ସବ - ୨୦୨୬ , ରେଢ଼ାଖୋଲ ଉପଖଣ୍ଡ ସ୍ତରୀୟ ଏକ ଆଲୋଚନା ଚକ୍ର ଭାବରେ "ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଯାତ୍ରା ଓ ପର୍ବ ପର୍ବାଣୀ" ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଶ୍ରୀଯୁକ୍ତ ମୋହନ ସାହୁ ଅଧ୍ୟକ୍ଷତା କରି କାର୍ଯ୍ଯକ୍ରମଟିକୁ