ଭଟଲି: ଭଟଲିବ୍ଳକ ସଭାଗୃହରେ ବ୍ଳକସ୍ତରୀୟ ସ୍ୱଚ୍ଛତା ମାଧ୍ୟମ ରେ ଗ୍ରାମ ପଞ୍ଚାୟତ ର ସମୃଦ୍ଧି ଉପରେ ତାଲିମ ଶିବିର
ଭଟଲି ରେ ବ୍ଳକ ସ୍ତରୀୟ ସ୍ୱଚ୍ଛତା ମାଧ୍ୟମରେ ଗ୍ରାମ ପଞ୍ଚାୟତ ର ସମୃଦ୍ଧି ଉପରେ ତାଲିମ ଶିବିର ଭଟଲି ବ୍ଳକର ସଭାଗୃହ ରେ ଆଜି ଦିନ୧୧ଟାରେବ୍ଳକ ସ୍ତରୀୟ ସ୍ୱଚ୍ଛତା ମାଧ୍ୟମରେ ଗ୍ରାମ ପଞ୍ଚାୟତ ର ସମୃଦ୍ଧି ଉପରେ ଏକତାଲିମଶିବିର ଆରମ୍ଭହୋଇଥିଲା।ଏଥିରେ ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର, ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ, ପରିମଳ ଅଧିକାରୀ ମନୀଷ ସାହୁ,ମାଷ୍ଟର ଟ୍ରେନର ଲୀଳାମୟ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା, ବିଏଲସି ଅଭିଳାଷ ଡ଼ନସନା ପ୍ରମୁଖ ଯୋଗଦାନ କରିଥିଲେ।ଏହି ତାଲିମ ଶିବିର ରେ ଆମ ପରିବେଶ କୁ ସଫା ରଖିବାପାଇଁ ବୁଝାଇ ଥିଲେ।