କୋରାପୁଟ ସହର: ବିଧବା ଭତ୍ତା ପାଇଁ କାର୍ଯ୍ୟାଳୟ ବୁଲି ନୟାନ୍ତ, ତୁରନ୍ତ ସମସ୍ତ ବକେୟା ଭତ୍ତା ପ୍ରଦାନ କରିବାକୁ ଉମୁରି ଗ୍ରାମବାସୀଙ୍କ ଦାବି #janasamasya
Koraput Town, Koraput | Jul 27, 2025
କୋରାପୁଟ ବ୍ଳକ୍ ଉମୁରି ପଞ୍ଚାୟତ ସଦରମହକୁମାରେ ଭଙ୍ଗା ଦଦରା ଘରେ ରହୁଛନ୍ତି ଧର୍ମା ଝଡିଆ। ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବଙ୍କ ପାଇଁ ମାଳମାଳ...