ଲକ୍ଷ୍ମୀପୁର: ପଞ୍ଚାୟତ ସାଧନା କେନ୍ଦ୍ର ପକ୍ଷରୁ ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ସଂକ୍ରାନ୍ତିୟ ପ୍ରଶିକ୍ଷଣ ଶିବିର
Lakshmipur, Koraput | Sep 11, 2025
କୋରାପୁଟ ପଞ୍ଚାୟତ ସାଧନା କେନ୍ଦ୍ର ପକ୍ଷରୁ ଗୁରୁବାର ପୂର୍ବାହ୍ନରୁ ଅପରାହ୍ନ ୪ଟା ସମୟ ପର୍ଯ୍ୟନ୍ତ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା...