ଧର୍ମଗଡ: ଧର୍ମଗଡ ୟୁନିକ ଫେନ୍ସୀ ଦୋକାନ ରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିଥିବା ଅଧିକାରୀ ଙ୍କ ସୂଚନା
ଧର୍ମଗଡ ଚାରିଛକ ଠାରେ ଥିବା ଜଣେ ବାଣ ବ୍ୟବସାୟୀ ଙ୍କ ୟୁନିକ ଫେନ୍ସୀ ଦୋକାନ ଗୋଦାମ ରେ ଗତକାଲି ରାତ୍ରିରେ ଚଢ଼ାଓ କରି ୧୦ ଲକ୍ଷ ଟଙ୍କାର ଗଚ୍ଚିତ ଥିବା ବେଆଇନ ବାଣ ଜବତ କରିଥିବା ସୋମବାର ସକାଳ ୧୧ ଟା ରେ ସୂଚନା ଦେଲେ ଧର୍ମଗଡ ଥାନା ଅଧିକାରୀ ସୁଦର୍ଶନ ନାୟକ।ଦୋକାନ ମାଲିକ ମୀନକେତନ ସାହୁ ଙ୍କ ନାମରେ କେସ ନମ୍ବର ୨୭୫/୨୫ ରେ ଏକ ମାମଳା ରୁଜୁ କରିଥିବା ସୂଚନା ଦେଇଛନ୍ତି।