ବୌଦ୍ଧ ରାଜବାଟି ସ୍ଥିତ ମହେଶ୍ୱରୀ ସଂକୃତି ଭବନ ଠାରେ କୃଷକ ଉତ୍ପାଦକ ସଂଗଠନ ଫେଡେରେସନର ନୀତି ନିର୍ଦ୍ଦାରଣ ବୈଠକ ଅନୁଷ୍ଠିତ ଆଜି ଅପରାନ୍ହ ୩ଟା ସମୟରେ ବୌଦ୍ଧ ରାଜବାଟୀ ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ବୌଦ୍ଧ ଜ଼ିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନର କୃଷକ ଉତ୍ପାଦକ ସଂଗଠନର ନୀତି ନିର୍ଦ୍ଧାରଣ ବୈଠକ ଫେଡେରେସନ ସଭାପତି ରାଜୁ ଅଗ୍ରଵାଲାଙ୍କ ସଭାପତିତ୍ୱ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l