ଫୁଲବାଣୀ ସହର: ବାଲିଗୁଡା ଠାରେ ରାଷ୍ଟ୍ରୀୟ ସୟଂସେବକ ସଂଙ୍ଘ ପକ୍ଷରୁ ବିଜୟା ଦଶମି ପାଳନ ହଇଯାଇଛି, dfo ଙ୍କ ଯୋଗଦାନ ନେଇ ଦୁଇ ଦଳ କରୁଛନ୍ତି ବିରୋଧ
ବାଲିଗୁଡା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ସୟଂସେବକ ସଂଙ୍ଘ ପକ୍ଷରୁ ବିଜୟା ଦଶମି ପାଳନ ହଇଯାଇଛି ଏହି କାଯ୍ୟକ୍ରମ ଟି ରବିବାର ଅପରାହ୍ନ 3ଘଣ୍ଟିକା ସମୟରେ ଆରମ୍ଭହଇ ସଂନ୍ଧ୍ୟା 6ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, କାଯ୍ୟକ୍ରମ ରେ DFO ଜଗ ଦେଇଥିବା ଦେଖିବାକୁ ମିଳିଛି, କେଵଳ DFO ନୁହେଁ ଦୁଇ ଜଣ ଫରେଷ୍ଟର ମଧ୍ୟ ଏହି କାଯ୍ୟକ୍ରମ ରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ କଂଗ୍ରେସ ଏବି ବିଜେଡି ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି, ବିରଧି କହିଛନ୍ତି ଯଦି, ସଂଙ୍ଘ ପରିବାର ସବୁବେଳେ ବିଜେପି ଦଳର ବଲି ସମସ୍ତେ ଜାଣନ୍ତି, ତେବେ ଯଦି ବନବିଭାଗ କର୍ମଚାରୀ ଏହି ଭଳି କାଯ୍