ବୌଦ୍ଧ ସଦର: ଚମ୍ପାପୁର ଗ୍ରାମର ଦୁଇଟି ଜାଗରେ ଅବକାରୀ ପୋଲିସ ଚଢ଼ାଉ କରି ବେଆନ ମଦ ଜବତ କରିବା ସହିତ ଦୁଇ ଜଣକୁ ଗିରଫ କରି ଅଦାଲତର ଦ୍ୱରାସ୍ତ
Baudh Sadar, Boudh (Bauda) | Sep 10, 2025
ଆଜି ଅପରାନ୍ହ ୫.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ସକାଳ ପାଖପାଖି ୧୧ଟା ସମୟରେ...