ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହିର୍ମା ଗ୍ରାମପଞ୍ଚାୟତର ରାଉତବନ୍ଧ ଠାରେ ଆୟୋଜିତ ହେଉଥିବ ଫୁଟବଲ୍ ଟର୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ଦିନ ଦୁଇଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ରାଉତବନ୍ଧ ଠାରେ ଆୟୋଜିତ ହେଉଥିବ ଫୁଟବଲ୍ ଟର୍ଣାମେଣ୍ଟରେ ଯୋଗଦେଇଥିବା ବେଳେ ଆୟୋଜକଙ୍କ ପକ୍ଷରୁ ଭଵ୍ୟ ସ୍ୱାଗତ କରାଯାଇଥିଲା। ଖେଲାଳି ମାନଙ୍କୁ ଉତ୍ସାହୀତ କରିବା ସହିତ ଫୁଟବଲ୍ ଖେଳ ମାଧ୍ୟମରେ ଯୁବଶକ୍ତିଙ୍କ ଜୋସ୍, ଶ୍ରମ ଓ ଦଳୀୟ ଏକତାର ସୁନ୍ଦର ପ୍ରଦର୍ଶନ ଦେଖିବାକୁ ମିଳିଥିବା ଝାରସୁଗୁଡା ବିଧାୟକ ମତବ୍ୟକ୍ତ