Public App Logo
କଟକ ପୌରାଞ୍ଚଳ: ଗଡଖାଇରୁ ସୋମବାର ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ମୃତକଙ୍କ କୌଣସି ପରିଚୟ ମିଳିନାହିଁ, ପୋଲିସ ତଦନ୍ତ ଜାରି ରଖିଛି - Cuttack M Corp PS News