ଟିଟିଲାଗଡ: ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ରୋଜଗାର ବିନିମୟ ବିଶେଷଜ୍ଞ ଦେଲେ ସଫଳତାର ମୂଳ ମନ୍ତ୍ର
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଜିଲ୍ଲା ରୋଜଗାର ବିନିମୟ ବିଶେଷଜ୍ଞ ଟିଟିଲାଗଡ ସହର ନିକଟସ୍ଥ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଏକ ଶ୍ରୀ ଭାରତ କୁମାର ଦାଶ ଆସି ପଢୁଥିବା ଛାତ୍ର ଛାତ୍ରୀଙ୍କୁ ଦେଲେ ସଫଳତାର ମୂଳ ମନ୍ତ୍ର। ଜିଲ୍ଲା ରୋଜଗାର ବିନିମୟ ବିଶେଷଜ୍ଞ, ବଲାଙ୍ଗିର ତଥା ପୁର୍ବତନ ବିଷୟ ବିଶେଷଜ୍ଞ, ଏସ ଏସ ଡି ବିଭାଗ, ଓଡ଼ିଶା ସରକାର; ଏବଂ ଏସଡି ଆରସି ଭାରତରେ ଗବେଷଣା-ସହ-ଡାଟା ବିଶ୍ଳେଷକ ଭାବେ କାର୍ଯ୍ୟ କରନ୍ତି। ତେବେ ଛାତ୍ର ଛାତ୍ରୀଙ୍କୁ ତାଙ୍କର ମୂଲ୍ୟବାନ ସମୟ, ମାର୍ଗଦର୍ଶନ ଏବଂ ଆମ୍ଭ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିବା ସହ ତାଙ୍କ ସମର୍ଥନ ଓ ଉତ