ଗୋପାଳପୁର: ଗୋପାଳପୁର ଏନ ଏ ସି ର ସଫେଇ କର୍ମଚାରୀ ଙ୍କୁ ଜାତିଆଣ ଆକ୍ଷେପ ଘଟଣା ନେଇ ସଂଘ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
Gopalpur, Ganjam | Sep 10, 2025
ଗୋପାଳପୁର ଏନ ଏ ସି ପକ୍ଷରୁ ଗତ ଅଗଷ୍ଟ ୩୧ ତାରିଖରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଜାତିଆଣ...