ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଳକ୍ ର ସହକାରୀ ଯନ୍ତ୍ରୀ ଙ୍କ ନାମରେ ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଲେ ଶ୍ୟାମାଖୁଣ୍ଟା ଭଞ୍ଜଭୂମି ସଂସ୍କୃତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ। ଶ୍ୟାମାଖୁଣ୍ଟା ବ୍ଳକ୍ ର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେନାପତି ଗତକାଲି ଅର୍ଥାତ ରବିବାର ସଂଧ୍ୟା ସମୟରେ ଛାତ୍ରାବାସ ର ଏକାଧିକ ଛାତ୍ର ମାନଙ୍କୁ ଡାକି ଉଲଗ୍ନ କରି ଆସଦାଚରଣ କରିଥିବା ର ହୋଇଛି ଅଭିଯୋଗ।