ଫୁଲବାଣୀ ସହର: ଗବରନଳ ପ୍ରାଥମିକ ବିଦ୍ୟାଳୟ ରେ ପାଚେରୀ ଓ ରୋଷେଇ ଗୃହ ନିର
[29/09, 3:37 pm] qhour: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତ ଗବରନଳ ପ୍ରାଥମିକ ବିଦ୍ୟାଳୟ ରେ ପାଚେରୀ ଓ ରୋଷେଇ ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ଏହି ଅଭିଯୋଗ ସମବାର ଦେଇଥିବା ବେଳେ, ଅଭିଯୋଗ ଅନୁସାରେ ଆଜିବି ଅବହେଳିତ ଭାବେ ରହିଛି ଫିରିଙ୍ଗିଆ ବ୍ଲକ ର ଅନେକ ପ୍ରାଥମିକ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ପହଞ୍ଚି ପାରିନାହିଁ ଏମିତି ଏକ ବିଦ୍ୟାଳୟ ହେଉଛି ଫିରିଙ୍ଗିଆ ବ୍ଲକ ପାହିରାଜୂ ପଞ୍ଚାୟତ ଗବରନଳା ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ବିଦ୍ୟାଳୟ 1979 ମସିହାରେ ସ