ବାରିପଦା ସହରର ମଧୁବନ ସ୍ଥିତ ଜିଲ୍ଲା ମୁଖ୍ୟ BSNL କାର୍ଯ୍ୟାଳୟ କୁ ସଙ୍କୁଚିତ କରିବା ଏବଂ ସମ୍ପୂର୍ଣ୍ଣ ବନ୍ଦ କରିବା ଚକ୍ରାନ୍ତ ପ୍ରତିବାଦରେ ଆଜି ବରିଷ୍ଠ ନାଗରିକ ସମିତି (Sinior Citizen), ମୟୂରଭଞ୍ଜ ଜନମଞ୍ଚ ତଥା ଅନେକ ସଂଗଠନ ପକ୍ଷରୁ ସୋମବାର ଦିନ ପ୍ରାୟ ୧୧ ଟାରେ BSNL ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।