ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଏକ ଚୋରି ମାମଲାରେ ଜଣକୁ ଗିରଫ କରିବା ସହ ଜବତ ସୁନାକୁ ସୁନା ମାଲିକଙ୍କୁ ଫେରାଇଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଏକ ଚୋରି ମାମଲାରେ ଜଣକୁ ଗିରଫ କରିବା ସହ ଜବତ ସୁନାକୁ ସୁନା ମାଲିକଙ୍କୁ ଫେରାଇଛି । ଏ ନେଇ ଭଂଜନଗର ପୋଲିସ ପ୍ରଶାସନ ପକ୍ଷରୁ ଆଜି ରାତ୍ର ଆଠ ଘଣ୍ଟ ସମୟରେ ସୂଚନା ଦିଆଯାଇଛି ।