ନର୍ଲା: ନର୍ଲା ସ୍ଥିତ ବସ୍ ଷ୍ଟାଣ୍ଡ ରାସ୍ତା ଉପରେ ମନୋଜ୍ ସାହୁ ଙ୍କୁ ଏକ ଅଜଣା ବାଇକ୍ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିବା ଘଟଣାକୁ ନେଇ ଅଭିଯୋଗ
Narala, Kalahandi | Sep 10, 2025
ଗତ ମଙ୍ଗଳବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ ବସ୍ ଷ୍ଟାଣ୍ଡ ରାସ୍ତା କଡରେ ମନୋଜ୍ ସାହୁ ନାମବ ଯୁବକ ଥିବା ବେଳେ ଅଜଣା ଏକ...