ରାଇଘର: ଅବକାରୀ ବିଭାଗ ଦ୍ଵାରା ୭୭୫ ଗଞ୍ଜେଇ ଗଛ ନଷ୍ଟ ଓ ଜଣେ ଗିରଫ୍
ନବରଙ୍ଗପୁର ଜିଲ୍ଲା ଉମରକୋଟ ଅବକାରୀ ବିଭାଗ ଦ୍ଵାରା କୁନ୍ଦେଇ ଥାନା ଅନ୍ତର୍ଗତ ତାରଂପୁରି ଗ୍ରାମରେ ଚଢ଼ାଉ କରି ମୋଟ ୭୭୫ ଟି ଗଞ୍ଜେଇ ଗଛ ନଷ୍ଟ କରିଛି । ଏଥି ସହ ଗଞ୍ଜେଇ ଚାଷ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଦିବା ୧୧ ଘଟିକା ସମୟରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ତାରଙ୍ଗପୁରି ଗ୍ରାମର ରାମନାଥ ଗଣ୍ଡ । ରାମନାଥ ନିଜ ବାଡିରେ ଥିବା ବଗିଚା ରେ ଗଞ୍ଜେଇ ଗଛ ରେ ପାଣି ଦେଉଥିବା ସମୟରେ ଅବକା