ଆନନ୍ଦପୁର: ମୌଳିକ ସୁବିଧା ଯୋଗାଇଦେବା ଦାବିରେ ବିଧାନସଭା ସମ୍ମୁଖରେ କେ. ବାଲିପାଳ ଗ୍ରାମ ପଞ୍ଚାୟତବାସୀଙ୍କ ବିକ୍ଷୋଭ
Anandapur, Kendujhar | Sep 9, 2025
ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ କେ. ବାଲିପାଳ ଗ୍ରାମ ପଞ୍ଚାୟତର ଆଦିମ ଅଧିବାସୀ ତଥା ଜନଜାତି ମାନେ ବିଦ୍ୟୁତ, ରାସ୍ତା, ଶିକ୍ଷା, ମୋବାଇଲ ସେବା...