ବାଲିଗୁଡା: ବାଲିଗୁଡା ଠାରେ ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ପାଳିତ l
ଆଜି ରାଜ୍ୟର ବିଭିନ୍ନ ଉଦ୍ୟୋଗିକ କ୍ଷେତ୍ର, କାରଖାନା, ଦୋକାନ ଓ କଳାକାରଖାନାରେ ଧାର୍ମିକ ଓ ଆନନ୍ଦ ମୁଖରେ ବିଶ୍ୱକର୍ମା ପୁଜା ପାଳନ କରାଯାଉଥିବା ବେଳେ ଏହି ପବିତ୍ର ଦିନରେ ବାଲିଗୁଡା ସହରେ ମଧ୍ୟ ବୁଧବାର ଦିନ 11ଘଣ୍ଟିକା ସମୟରୁ ପୁଜା ପାଳନ କରାଯାଉଛି,ଶ୍ରମିକ, ମିସ୍ତ୍ରୀ ଯନ୍ତ୍ରାପାତି, ଯାନବାହନ ଓ ବ୍ୟବହୃତ ଉପକରଣଗୁଡିକୁ ସଫା କରି, ହଳଦିଆ କପଡ଼ା ଓ ଫୁଲରେ ଶ୍ୱେତ କରାଯାଏ। ପରେ ଭଗବାନ ବିଶ୍ୱକର୍ମାଙ୍କ ମୂର୍ତ୍ତିରେ ପୁଜା ଅର୍ଚ୍ଛନା, ମନ୍ତ୍ରଉଚ୍ଚାରଣ, ଓ ହୋମ କରାଯାଇଛି, ପଞ୍ଚପ୍ରକାର ବଳି ଓ ମିଠା ଭୋଗ ଦେଉଥିବା ସହ ବିଶ୍ୱକର୍ମାଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରାଯାଉଛି। ଏହ