ଛାମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ , ଡ୍ରୋନ ସାହାଯ୍ୟରେ ଗତିବିଧି ନିରିକ୍ଷଣ କରୁଛି ବନ ବିଭାଗ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ର ବିଭିନ୍ନ ଅଞ୍ଚଳରେ ସୋମବାର ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବର୍ତମାନ ଧାନ ଚାଷ ଅମଳ କ୍ଷମ ସମୟ ହୋଇ ଆସୁଥିବା ବେଳେ ଅଞ୍ଚଳର ଚାମୁଣ୍ଡା , ହାତୀପଡା , ଗଲଚିରା ଗ୍ରାମର ଧାନ କ୍ଷେତ ମାନଙ୍କରେ ହାତୀ ପଲ ଆସି ଅମଲ କ୍ଷୟ ଧାନ ଖାଇବା ସହ ମାଡ଼ି ଦଳି ନଷ୍ଟ କରୁଛନ୍ତି । ସେପଟେ ବନ ବିଭାଗ ପକ୍ଷରୁ ରାତି ସାରା ଡ୍ରୋନ ସାହାଯ୍ୟରେ ହାତୀପଲ ଙ୍କ ଗତିବିଧି ନିରିକ୍ଷଣ କରିବା ସହ ହାତୀ ମାନଙ୍କୁ ଜଂଗ