ପୁରୀ ମ୍ୟୁନିସିପାଲଟି: ସ୍ବର୍ଣ୍ଣାଭ ବେଳାଭୂମିରେ ବାର୍ଥ ଡେ ପାର୍ଟି, ଏଭଳି ଘଟଣା ରେ କାଯ୍ୟନୁଷ୍ଠାନ ହେବ କାଯ୍ୟଳୟରେ ସୂଚନା ଦେଲେ ଜିଲ୍ଲାପାଳ l
Puri M, Puri | Sep 16, 2025 ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ବାର୍ଥ ଡେ ପାର୍ଟି। ବେଳାଭୂମିରେ ଏଭଳି ବାର୍ଥ ଡେ ପାର୍ଟି ଆୟୋଜନ ହେବା ସଂପୂର୍ଣ୍ଣ ଭାବେ ନିୟମ ବିରୁଦ୍ଧ। ତେବେ ଏହା ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ସେତିକି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି।ଏଥିପାଇଁ କିଏ ଓ କାହିଁକି ଅନୁମତି ଦେଲା ତାହା ବାଡ ପ୍ରଶ୍ନବାଚୀ। ପୁରୀ ବେଳାଭୂମି ସିଆରଜେଡ ନିୟମ ଅନ୍ତର୍ଗତ। କୌଣସି ନିର୍ମାଣ ହେବା ତ ଦୂରର କଥା ବେଳାଭୂମିରେ କୌଣସି ଅସ୍ଥାୟୀ ଟେଣ୍ଟ ହୋଇପାରିବ ନାହିଁ। ତେବେ ବେଳାଭୂମି ରେ ଅସ୍ଥାୟୀ ଟେଣ୍ଟ କରିବା ସହିତ ଉଜ୍ଜ୍ବଳ ଆଲୋକମାଳାରେ ସଜ୍ଜିତ କରି ନୃତ୍ୟ, ଗୀତ ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଜି