ଜୟପୁର ପୌରାଞ୍ଚକ ସ୍ତରୀୟ ପରବ ଉଦଘାଟନ ହୋଇଛି ବଲ୍ଳଭ ନାରାୟଣ ମନ୍ଦିର ରୁ ଏକ ମଶାଲ ବିଶାଳ ଶୋଭାଯାତ୍ରା ରେ ବାହାରି ଦଶହରା ପଡ଼ିଆ ରେ ପହଁଚି ଥିଲା l ଏହି ଶୋଭାଯାତ୍ରା ରେ ପ୍ରଶାସନନିକ ଅଧିକାରୀ,ଜନ ପ୍ରତିନିଧି ଓ ପୌର କର୍ମ ଚାରି ନାଚିଥିବା ଭିଡିଓ ଆଜି ରାତ୍ର 9ରେ ମୋବାଇଲ ରୁ ମୋବାଇଲ ଭାଇରାଲ ହୋଇଛି l