ଚକାପାଦ ବ୍ଲକ୍ ଶଙ୍କରାଖୋଲ ପଞ୍ଚାୟତ କାଡାଡି ଗ୍ରାମର ଦଇତି କହଁର ଜଙ୍ଗଲ କୁ କାଠ ନେଇଯାଇଥିବା ସମୟ ରେ କୌଣସି ଏକ ସାପ ତାଙ୍କ ହାତରେ କାମୁଡି ଦେଇଥିଲେ। ଯାହା ଫଳରେ ଅଚେତ ହୋଇ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଘରକୁ ନେଇଯାଇ ସ୍ବାମୀ ଙ୍କ ସହ ଫୁଲବାଣୀ ମୁଖ୍ୟଡାକ୍ତରଖାନା କୁ ନେଇଥିଲେ। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।