ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲା କୃଷି ବିଭାଗ କାର୍ଯ୍ୟଳୟ ପରିସରରେ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ
ଜିଲ୍ଲା କୃଷି ବିଭାଗ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଶ୍ବ ଯୁବ କେନ୍ଦ୍ର ମିଳିତ ଉଦ୍ୟମରେ ଆଜି ଜିଲ୍ଲା କୃଷି ଅଧିକାରୀ ବୌଦ୍ଧ କାର୍ଯ୍ୟଳୟରେ, ବୌଦ୍ଧ ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ମାଣ୍ଡିଆ ଚାଷ ଓ ମାଣ୍ଡିଆ ଖାଦ୍ୟର ଉପକାରିତା ଉପରେ ଚାଷୀମାନଙ୍କୁ ସଚେତନା କରିବାପାଇଁ ଶ୍ରୀ ଅନ୍ନ ଅଭିଯାନ ( ମାଣ୍ଡିଆ ରଥ) ଉଦ୍ଘାଟନ କାର୍ଯ୍ୟ କ୍ରମ ଜିଲ୍ଲା କୃଷି ଅଧିକାରୀ ପି. ଭି ରମନ୍ ରାଓ ପରିଚାଳିତ କରିଥିଲେ