ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ମହାମହିମ ରାଷ୍ଟ୍ରପତି ଙ୍କ ଉଥ୍ୟଶରେ ତହସିଲଦାର ଙ୍କ ଜରିଆରେ 16ଦଫା ଦାବିପତ୍ର
ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭାରତ ମୁକ୍ତି ମୋର୍ଚ୍ଚା ତରଫରୁ ତହସିଲ୍ ଦାର୍ ଙ୍କୁ ଦାବିପତ୍ର I ଭାରତ ମୁକ୍ତି ମୋର୍ଚ୍ଚା ତରଫରୁ ରାଜ୍ୟ ବ୍ୟାପି ଦାବି ପତ୍ର ଦେଇଥିବା ବେଳେ ଫିରିଙ୍ଗିଆ ବ୍ଲକ ମୁକ୍ତି ମୋର୍ଚ୍ଚା ତରଫରୁ ଦାବି ପତ୍ର ଦିଆ ଯାଇଛି । ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ଲୋକମାନଙ୍କର ସାମ୍ବିଧାନିକ ଅଧିକାର ଓ ସାମାଜିକ ସମସ୍ୟାକୁ ଆଖି ଆଗରେ ରଖି,ଭାରତ ମୁକ୍ତିମୋର୍ଚା ତରଫରୁ ୧୬ ଗୋଟି ଦାବିକୁ ନେଇଁ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଉଧେଶ୍ୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତହସିଲଦାରଙ୍କ ଜରିଆରେ ଦାବିପତ୍ର ଦିଯାଇଛ