Public App Logo
Jansamasya
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
No video available

ଭଦ୍ରକ ଗ୍ରାମାଞ୍ଚଳ: ଜଗନ୍ନାଥପୁରରେ ବିବାହିତ ମହିଳାଙ୍କ ଆତ୍ମହତ୍ୟା

Bhadrak Rural, Bhadrak | Jul 22, 2024
ଭଦ୍ରକ ଜଗନ୍ନାଥପୁରରେ ଵିଵାହିତ ମହିଳା ଆତ୍ମହତ୍ୟା। ସୋମବାର ସକାଳ ୯ଟାରେ ଭଦ୍ରକ ଟାଉନ ପୋଲିସର ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପରିବାରିକ କଳହରୁ ଭଦ୍ରକ ଜଗନ୍ନାଥପୁରରେ ଵିଵାହିତ ମହିଳା ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଟାଉନ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟଵଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।