୨୦୨୫-୨୬ ମସିହା ପାଇଁ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁର ପ୍ରିନ୍ସିପାଲ ତନୁଜା ନନ୍ଦିନୀ ତନ୍ତିଙ୍କ ତତ୍ତ୍ଵାବଧାନରେ ପିଏମଶ୍ରୀ ଉତ୍ସବ ପାଳନ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଉକ୍ତ ପିଏମଶ୍ରୀ ଉତ୍ସବକୁ ଅଭିଭାବକ,ଆଲୁମିନି ତଥା ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିଗଣଙ୍କୁ ଆମନ୍ତ୍ରିତ କରାଯାଉଛି।