ସୋନପୁର: ଝୁମକା ଡୁଙ୍ଗୁରୀ ରେ ଗିରିଗୋବରଧନ ପୂଜା
ଡୁଙ୍ଗୁରିପାଲି ବ୍ଲକ ଝୁମକା ଡୁଙ୍ଗରୀ ଠାରେ ପ୍ରତେକ୍ୟ ବର୍ଷପରି ଏ ବର୍ଷରେ ମଧ୍ୟ୍ୟ ମହାଡ଼ମ୍ବର ରେ ଗିରିଗୋବରଧନ ପୂଜା ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ତ୍ତା ଭାବେ ଗୋବିନ୍ଦ ବେହେରା ଓ ସୁଜାତା ବେହେରା ଦାୟିତ୍ୱ ତୁଲାଇଥିଲେ।ଏବଂ ତେଜରାତ ବ୍ରହ୍ମ ଭାଗବତ ପାରାୟଣ କରିଥିଲେ।ଅଂଚଳ ର ହଜାର ହଜାର ଶ୍ରାଦ୍ଧଲୁ ଯୋଗଦାନ କରି ପର୍ଶୁକୁଣ୍ଡ ଦର୍ଶନ କରିଥିଲେ।ଏବଂ ଉଦଶବ କୁ ଉପଭୋଗ କରିଥିଲେ।ଝୁମକା ଡୁଙ୍ଗୁରୀ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ଝୁମକା ଡୁଙ୍ଗୁରୀ ସ୍ରଷ୍ଟା ର ତତ୍ଵଧାନ ତଥା ଅଂଚଳ ବାସୀ ଙ୍କର ଅକ୍ଲାନ୍ତ ପରିଶ୍ରମ ରେ ପୂଜାମହୋତ୍ସବ ସଫଳ୍ୟ ମଣ୍ଡିତ ହୋଇଥିଲା।