ଆଠମଲ୍ଲିକ: ଗାଡି ରୁ ଯନ୍ତ୍ରସ ଚୋରି ଅଭିଯୋଗ
କିଶୋରନଗର ବ୍ଲକ ଜାମୁ ନାଳୀ ଗ୍ରାମର ଧୋବେଇ ସାହୁ ଙ୍କର ପିକ ଅଫ ଭ୍ୟାନ ରୁ କିଛି ଯନ୍ତ୍ରl ସ ଚୋରି ହୋଇ ଯାଇ
ଥିବା ଧୋବେଇ ଗୁରୁବାର ଦିନ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ନମ୍ବର 272/ 25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ ଧୋବେଇ ତାଙ୍କ ପିକ ଅଫ ଭ୍ୟାନ ନମ୍ବର (ଓଡି 19 ଏ ଏ 9426 )ଘର ନିକଟରେ ରଖିଥିବା ବେଳେ କେତେକ ଦୁର୍ବୁତ୍ତ ଆସି ଗାଡି ର ଚକ ଶହ ଅନ୍ୟାନ୍ୟ ଯନ୍ତ୍ରl ସ ଚୋରି କରି ନେଇଛନ୍ତି l ଏ ନେଇ କିଶୋର ନଗର ପୋଲିସ ଶୁକ୍ରବାର ଦିନ ସନ୍ଧ୍ୟା 6 ଟା ରେ ସୂଚନା ଦେଇଛି