ସୁକିନ୍ଦା: କାଦୁଅବନ୍ଦି ରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର କଟକ ସ୍ଥାନାନ୍ତର
Sukinda, Jajpur | Oct 20, 2025 ଡ଼ୁବୁରୀ ଶଗଡ଼ଗୁଳା ବାସିନ୍ଦା ଯୁବକ ଜଗନ୍ନାଥ ମହାନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ଯାଉଥିବା ବେଳେ କାଦୁଅବନ୍ଦି ରାସ୍ତାରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ସୋମବାର ଅପରାହ୍ନ 4:30 ମିନିଟ ସମୟରେ ଦେଖିବାକୁ ମିଳିଛି ।